ପୁଣି କରୋନା କବଳରେ ଚୀନ୍: ସଂକ୍ରମଣ ବଢ଼ିବା ପରେ ବନ୍ଦ ହେଲା ସ୍କୁଲ, କଲେଜ, ଥିଏଟର, ଜିମ୍

ନୂଆଦିଲ୍ଲୀ: ୨ବର୍ଷ କାଳ କରୋନାର କରାଳ ରୂପ ସାରା ବିଶ୍ବ ଦେଖିବା ପରେ ଏବେ ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି। ପରିସ୍ଥିତି ସୁଧୁରୁଥିବା ବେଳେ କରୋନା ଭୂତାଣୁର ଉତ୍ପତିସ୍ଥଳ ବୋଲି କୁହାଯାଉଥିବା ଚୀନରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଚୀନର ଆର୍ଥିକ ହବ୍ ଭାବେ ଜଣାଶୁଣା ସାଂଘାଇ ଏବଂ ଶେନଜେନ୍ ସମେତ ନିଜର ବଡ ସହରରେ କୋଭିଡ୍ ପରୀକ୍ଷଣ ଏବଂ ଲୋକଙ୍କୁ କ୍ବାରେଣ୍ଟାଇନ କରିବା ଆରମ୍ଭ … Continue reading ପୁଣି କରୋନା କବଳରେ ଚୀନ୍: ସଂକ୍ରମଣ ବଢ଼ିବା ପରେ ବନ୍ଦ ହେଲା ସ୍କୁଲ, କଲେଜ, ଥିଏଟର, ଜିମ୍